ଅର୍ଥ : ରାଜା ବଳିଙ୍କୁ ଠକିବାପାଇଁ ଭଗବାନ ବିଷ୍ଣୁ ଗ୍ରହଣ କରିଥିବା ଏକ ଅବତାର
ଉଦାହରଣ :
ବାମନ ରାଜା ବଳିଙ୍କୁ ତିନିପାଦ ଭୂମି ଦାନ ମାଗିଥିଲେ
ସମକକ୍ଷ : ବାମନାବତାର
ଅନ୍ୟ ଭାଷାରେ ଅନୁବାଦ :
The manifestation of a Hindu deity (especially Vishnu) in human or superhuman or animal form.
Some Hindus consider Krishna to be an avatar of the god Vishnu.ଅର୍ଥ : ବହୁତ ବାଙ୍ଗରା ବା ଛୋଟ ଆକାରର ମଣିଷ
ଉଦାହରଣ :
ସର୍କସରେ ବାମନର ଖେଳ ଦେଖି ପିଲାମାନେ ଖୁବ ଆନନ୍ଦିତ ହୋଇଗଲେ
ସମକକ୍ଷ : ଖର୍ବକାୟ ବ୍ୟକ୍ତି, ଗେଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଉଚ୍ଚତାରେ ଛୋଟ
ଉଦାହରଣ :
ବାଙ୍ଗରା ଲୋକଟି ଲମ୍ଫଦେଇ ଗଛ ଡାଳକୁ ଧରିବାକୁ ଚେଷ୍ଟା କରୁଥିଲା
ଅନ୍ୟ ଭାଷାରେ ଅନୁବାଦ :