ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାମପଂଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାମପଂଥୀ   ବିଶେଷ୍ୟ

ଅର୍ଥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ

ଉଦାହରଣ : ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ

ସମକକ୍ଷ : ବାମପନ୍ଥୀ, ବାମବାଦୀ, ବାମମାର୍ଗୀ, ଲେଫ୍‌ଟିଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह जो जन कल्याण को बढ़ावा देने के लिए बनाए गए अलग-अलग दर्जे के सामाजिक, राजनैतिक अथवा आर्थिक परिवर्तन का समर्थन करता है।

वामपंथियों ने भी इस सम्मेलन में भाग लिया।
वाम पंथी, वाम पक्षी, वाम पन्थी, वाम मार्गी, वाम-पंथी, वाम-पक्षी, वाम-पन्थी, वाम-मार्गी, वामपंथी, वामपक्षी, वामपन्थी, वाममार्गी

Those who support varying degrees of social or political or economic change designed to promote the public welfare.

left, left wing