ଅର୍ଥ : ଖେଳିବାପାଇଁ ପିଲାମନଙ୍କଦ୍ୱାରା କାଗଜ, ମାଟିଆଦିରେ ତିଆରି ହୋଇଥିବା ଛୋଟଘର
ଉଦାହରଣ :
ସମୁଦ୍ର କୂଳରେ ପିଲାମାନେ ବାଲିରେ ବାଲିଘର ତିଆରି କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
खेलने के लिए बच्चों द्वारा बनाया हुआ कागज़,मिट्टी आदि का छोटा घर।
समुद्र के किनारे बच्चे रेत का घरौंदा बना रहे हैं।
घरौंदा,
घरौंधा