ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୈଶବାବସ୍ଥା ଓ ଯୁବାବସ୍ଥାର ମଧ୍ୟବର୍ତ୍ତୀ ଅବସ୍ଥା
ଉଦାହରଣ : ଶ୍ୟାମର ବାଲ୍ୟକାଳ ତାର ଆଈଘରେ କଟିଲା
ସମକକ୍ଷ : ପିଲାଦିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शैशव और युवा होने के बीच का समय।
The time of person's life when they are a child.
ଅର୍ଥ : ଶିଶୁ ସମୟର ଅବସ୍ଥା
ଉଦାହରଣ : ତାର ଶୈଶବ ଭାରି କଷ୍ଟରେ ବିତିଛି
ସମକକ୍ଷ : ପିଲାଦିନ, ଶୈଶବ
वह समय जब तक कोई शिशु होता है।
ସଂସ୍ଥାପନ କରନ୍ତୁ