ଅର୍ଥ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
ଉଦାହରଣ :
ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
ସମକକ୍ଷ : ନିର୍ବାସନ, ନିର୍ବାସିତ, ବହିଷ୍କାର
ଅନ୍ୟ ଭାଷାରେ ଅନୁବାଦ :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.ଅର୍ଥ : କୌଣସି ବସ୍ତୁ ବା ସୀମା ପାର
ଉଦାହରଣ :
ଚାଲନ୍ତୁ, ବାହାରକୁ ଯିବା
ଅନ୍ୟ ଭାଷାରେ ଅନୁବାଦ :