ଅର୍ଥ : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
ଉଦାହରଣ :
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
ଅନ୍ୟ ଭାଷାରେ ଅନୁବାଦ :
किसी कार्य या पद पर नियुक्त व्यक्ति को उसके पद या कार्य से अलग करना।
व्यवस्थापक ने कुछ भ्रष्ट कर्मचारियों को उनके पद से हटाया।Remove from a position or an office.
removeଅର୍ଥ : ମିଶି, ଯୋଡ଼ି ବା ଲାଗିଥିବା ଜିନିଷକୁ ଅଲଗା କରିବା
ଉଦାହରଣ :
ସେ ମହୁଫେଣାରୁ ମହୁ ବାହାର କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଆଡ଼କୁ ବା ଆଗକୁ ବଢ଼ିବା
ଉଦାହରଣ :
ରାଜମିସ୍ତ୍ରୀ ଘରର ତାଜା ଗଳୀ ଯାଏଁ ବାହାରକଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନେଇ ଯିବା
ଉଦାହରଣ :
ବଡ଼ବାପା ନିଜର ଏକମାତ୍ର ପୁଅର ବିବାହଶୋଭାଯାତ୍ରା ବଡ଼ ଧୁମଧାମରେ ବାହାରକଲେ