ଅର୍ଥ : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ
ଉଦାହରଣ :
ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
A particular branch of scientific knowledge.
The science of genetics.ଅର୍ଥ : ଯେଉଁ ଜ୍ଞାନ ଭିତରେ ଭୌତିକ ଶାସ୍ତ୍ର, ରସାୟନ ଶାସ୍ତ୍ର, ଜୀବ ବିଜ୍ଞାନ ତଥା ଗଣିତଆଦି ଆସେ
ଉଦାହରଣ :
ମୋ ଝିଅ ବିଜ୍ଞାନ ବହି ପଢ଼ୁଛି
ସମକକ୍ଷ : ବିଂଗ୍ୟାନ
ଅନ୍ୟ ଭାଷାରେ ଅନୁବାଦ :
शिक्षण की वह शाखा जिसके अंतर्गत भौतिक शास्त्र, रसायन शास्त्र, जीव विज्ञान तथा गणित आदि विषयों के अध्ययन एवं अध्यापन आते हैं।
मेरी बेटी विज्ञान पढ़ रही है।