ଅର୍ଥ : ଅନିଷ୍ଟ ସୂଚକ ଉତ୍ପାତ
ଉଦାହରଣ :
ତୋଫାନ, ଭୂକମ୍ପ ପରି ବିତ୍ପାତ ମାନବ ବିକାଶରେ ବାଧା ଆଣିଦିଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଶକୁନ ଅଶୁଭର ପରିଚାୟକ
ଉଦାହରଣ :
ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
ସମକକ୍ଷ : ଅପଶକୁନ, ଅଲକ୍ଷଣ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ମନ୍ଦ ଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :