ଅର୍ଥ : ସଂଙ୍କଟ ବା ବିପତ୍ତିର ସମୟ
ଉଦାହରଣ :
ବିପଦ କାଳରେ ହିଁ ହିତୈଷୀମାନଙ୍କ ପରୀକ୍ଷା ହୋଇଥାଏ
ସମକକ୍ଷ : ଆପଦ କାଳ, ବିପଦ କାଳ, ସଂକଟକାଳ
ଅନ୍ୟ ଭାଷାରେ ଅନୁବାଦ :
A state of extreme (usually irremediable) ruin and misfortune.
Lack of funds has resulted in a catastrophe for our school system.