ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଦ ବା ଅଚେତରେ କଥାବାର୍ତ୍ତା କରିବା
ଉଦାହରଣ : ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
ସମକକ୍ଷ : ବାଉଳିଚାଉଳିହେବା, ବିଳିବିଳେଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
नींद या बेहोशी में बकना।
ସଂସ୍ଥାପନ କରନ୍ତୁ