ଅର୍ଥ : ଯାହାର ହୃଦୟ ବଡ଼
ଉଦାହରଣ :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
ସମକକ୍ଷ : ଉଦାର, ଉଦାରଚିତ୍ତ, ଉଦାରମନା, ହୃଦୟବାନ
ଅନ୍ୟ ଭାଷାରେ ଅନୁବାଦ :
Generous and understanding and tolerant.
A heart big enough to hold no grudges.