ଅର୍ଥ : ହଠଯୋଗ ଅନୁସାରେ ମାନବ ଶରୀର ଭିତରର ଷଡଚକ୍ର ମଧ୍ୟରୁ ପଞ୍ଚମ
ଉଦାହରଣ :
ଗଳା ନିକଟରେ ବିଶୁଦ୍ଧ ଚକ୍ରର ସ୍ଥାନ ବୋଲି ଗ୍ରହଣ କରାଯାଏ
ସମକକ୍ଷ : ବିଶୁଦ୍ଧ ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
हठयोग के अनुसार शरीर के अंदर के छः चक्रों में से पाँचवाँ।
विशुद्ध चक्र का स्थान गले के पास माना जाता है।ଅର୍ଥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ଉଦାହରଣ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ସମକକ୍ଷ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବଢ଼ିଆ, ଶୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Free of extraneous elements of any kind.
Pure air and water.ଅର୍ଥ : ଯାହା ସାଧୁତା, ନିଷ୍ପକ୍ଷତା, ନ୍ୟାୟ ଆଦିର ଆଧାରରେ ହୋଇଥାଏ
ଉଦାହରଣ :
ଆମେ ବିଶୁଦ୍ଧ ବ୍ୟବସାୟ କରିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଉଦାହରଣ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ସମକକ୍ଷ : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ଭଲ, ଶୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Free of extraneous elements of any kind.
Pure air and water.ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଉଦାହରଣ :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
ସମକକ୍ଷ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।