ଅର୍ଥ : ସାମାନ୍ୟ ନହେବାର ଅବସ୍ଥା
ଉଦାହରଣ :
ଧନୁର୍ବିଦ୍ୟାରେ ଅର୍ଜୁନଙ୍କ ଅସାମାନ୍ୟତା ସର୍ବଜନ ବିଦିତ
ସମକକ୍ଷ : ଅସାଧାରଣତା, ଅସାମାନ୍ୟତା
ଅନ୍ୟ ଭାଷାରେ ଅନୁବାଦ :
सामान्य न होने की अवस्था।
धनुर्विद्या में अर्जुन की असामान्यता सर्वजन विदित है।Extraordinariness as a consequence of being marked by an uncommon or superlative quality.
uncommonnessଅର୍ଥ : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
ଉଦାହରଣ :
ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
ସମକକ୍ଷ : ବିଶିଷ୍ଟତା
ଅନ୍ୟ ଭାଷାରେ ଅନୁବାଦ :
A distinguishing quality.
characteristicଅର୍ଥ : କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
ଉଦାହରଣ :
ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :
An abstraction belonging to or characteristic of an entity.
attributeଅର୍ଥ : କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ
ଉଦାହରଣ :
ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ଅନ୍ୟ ଭାଷାରେ ଅନୁବାଦ :