ଅର୍ଥ : ଚାରିଆଡ଼କୁ ବିଞ୍ଚିବା
ଉଦାହରଣ :
କୃଷକ ଜମିରେ ମଞ୍ଜି ବିଞ୍ଚୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
ଉଦାହରଣ :
ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
ଅନ୍ୟ ଭାଷାରେ ଅନୁବାଦ :
हाथ या यंत्रों से कुछ सूतों को ऊपर और कुछ को नीचे से निकालकर कोई चीज़ बनाना।
सीता अपने बच्चे के लिए एक स्वेटर बुन रही है।ଅର୍ଥ : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
ଉଦାହରଣ :
କୃଷକଟି ଖେତରେ ଧାନ ବୁଣୁଛି
ସମକକ୍ଷ : ବପନ କରିବା
ଅନ୍ୟ ଭାଷାରେ ଅନୁବାଦ :
उपजाने के लिए खेत में बीज छिड़कना या बिखेरना।
किसान खेत में गेहूँ बो रहा है।ଅର୍ଥ : ଏପାଖ ସେପାଖ ଖେଳେଇବା
ଉଦାହରଣ :
ଶିକାରୀ ଗଛ ତଳେ ଦାନା ବୁଣିଲେ
ସମକକ୍ଷ : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
ଅର୍ଥ : କୌଣସି କଥାର ସୂତ୍ରପାତ କରିବା
ଉଦାହରଣ :
ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
ଅନ୍ୟ ଭାଷାରେ ଅନୁବାଦ :
किसी बात का सूत्रपात करना।
तलाक़शुदा औरत ने अपने बच्चे के मन में उसके पिता के प्रति घृणा के बीज बोए।