ଅର୍ଥ : ଯେ କେବଳ ବୁଦ୍ଧିବଳରେ ଜୀବିକା ଉପାର୍ଜନ କରେ
ଉଦାହରଣ :
ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦେବାନିମନ୍ତେ ବୁଦ୍ଧିଜୀବୀ ବ୍ୟକ୍ତିମାନଙ୍କର ବହୁତ ବଡ଼ ହାତ ରହିଛି
ଅନ୍ୟ ଭାଷାରେ ଅନୁବାଦ :
जो केवल बुद्धिबल से जीविका उपार्जन करता हो।
समाज को एक नई दिशा देने में बुद्धिजीवी व्यक्तियों का बहुत बड़ा हाथ होता है।