ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେକଦଉଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେକଦଉଡ଼ି   ବିଶେଷ୍ୟ

ଅର୍ଥ : ଭାଲୁ ଗଳାରେ ବନ୍ଧା ଯାଇଥିବା ଯେଉଁ ଦଉଡ଼ିକୁ ଧରି ନଚାଳି ତାକୁ ନଚାଇଥାଏ

ଉଦାହରଣ : ନଚାଳି ଭାଲୁର ବେକଦଉଡ଼ି ଖୋଲି ତାଦ୍ୱାରା କେତେକ ଖେଳ କୌଶଳ ଦେଖାଇଲା


ଅନ୍ୟ ଭାଷାରେ ଅନୁବାଦ :

भालू के गले में बँधी वह रस्सी जिसे पकड़कर कलंदर उसे नचाते,आदि हैं।

कलंदर ने भालू का तासला खोलकर उससे कुछ करतब करवाए।
तासला