ଅର୍ଥ : ସରକାରୀ ନ୍ୟାୟାଳୟର ନ୍ୟାୟକର୍ତ୍ତାମାନଙ୍କର ସମାହାର ଯେ କୌଣସି ମୋକଦମାର ଶୁଣାଣି କରନ୍ତି
ଉଦାହରଣ :
ବେଞ୍ଚ ଆଜି ନିଜର ରାୟ ଶୁଣାଇବାର ଅଛି
ଅନ୍ୟ ଭାଷାରେ ଅନୁବାଦ :
The magistrate or judge or judges sitting in court in judicial capacity to compose the court collectively.
benchଅର୍ଥ : ନ୍ୟାୟ ଦେଉଥିବା ସଭା
ଉଦାହରଣ :
ନ୍ୟାୟାଳୟ ତାକୁ ଅଭିଯୋଗରୁ ମୁକ୍ତ କରିଦେଲା
ସମକକ୍ଷ : ଅଦାଲତ, କଚେରି, କୋର୍ଟ, ନ୍ୟାୟସଭା, ନ୍ୟାୟାଳୟ, ବେଂଚ
ଅନ୍ୟ ଭାଷାରେ ଅନୁବାଦ :
वह सभा जो न्याय करती है।
न्यायालय ने उसे बरी कर दिया है।An assembly (including one or more judges) to conduct judicial business.
court, judicature, tribunal