ଅର୍ଥ : କାଠ, ପିତ୍ତଳରେ ତିଆରି ଏହି ଉପକରଣ ଯେଉଁଥିରେ ପୁରିଆଦି ବେଲାଯାଏ
ଉଦାହରଣ :
ମା ବେଲଣାରେ ରୁଟି ବେଲୁଛନ୍ତି
ସମକକ୍ଷ : ବେଲଣା ପଟା
ଅନ୍ୟ ଭାଷାରେ ଅନୁବାଦ :
Utensil consisting of a cylinder (usually of wood) with a handle at each end. Used to roll out dough.
rolling pinଅର୍ଥ : ଲମ୍ବାଳିଆ ଆକାରର ଏକ ଭାରି ଗୋଲ ଖଣ୍ଡ ଯେଉଁଥିରେ କୌଣସି ସ୍ଥାନ ସମତଳ କରାଯାଏ ଅଥବା ଗୋଡ଼ି-ପଥର ଚାପି ସଡ଼କ ତିଆରି କରାଯାଏ
ଉଦାହରଣ :
ରୋଲରରେ ଲଗାଯାଇଥିବା ବେଲଣା ସଡ଼କଆଦିକୁ ସମତଳ କରିଥାଏ
ଅନ୍ୟ ଭାଷାରେ ଅନୁବାଦ :
लम्बोतरे आकार का वह भारी गोल खंड जिससे कोई स्थान समतल करते अथवा कंकड़-पत्थर कूटकर सड़कें बनाते हैं।
रोलर में लगा बेलन सड़क आदि को समतल करता है।A grounder that rolls along the infield.
roller