ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବେଲ ଗଛର ତିନି ବା ପାଞ୍ଚ ଦଳ ବିଶିଷ୍ଟ ପତ୍ର
ଉଦାହରଣ : ବେଲପତ୍ର ଭଗବାନ ଶିବଙ୍କୁ ଅର୍ପଣ କରାଯାଏ
ସମକକ୍ଷ : ବିଲ୍ବ ଦଳ, ବେଲପତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी
बेल का पत्ता जो तीन या पाँच दलों का होता है।
ସଂସ୍ଥାପନ କରନ୍ତୁ