ଅର୍ଥ : ଯେଉଁ ଦାନ୍ତ ଅନ୍ୟ ଦାନ୍ତ ଉପରେ ଚଢ଼ି ରହିଥାଏ
ଉଦାହରଣ :
ହସିବା ସମୟରେ ତାହାର ବାହାଡ଼ା ଦାନ୍ତ ସ୍ପଷ୍ଟ ଦେଖାଯାଏ
ସମକକ୍ଷ : ବାହାଡ଼ା ଦାନ୍ତ
ଅନ୍ୟ ଭାଷାରେ ଅନୁବାଦ :
वह दाँत जो दूसरे दाँत के ऊपर चढ़ा रहता है।
हँसते समय उसका कुक्कुर दाँत स्पष्ट दिखाई देता है।Hard bonelike structures in the jaws of vertebrates. Used for biting and chewing or for attack and defense.
tooth