ଅର୍ଥ : ବିଷ୍ଣୁଙ୍କ ନିବାସ ସ୍ଥାନ
ଉଦାହରଣ :
ବିଷ୍ଣୁ ଭକ୍ତ ମୃତ୍ୟୁ ପରେ ବୈକୁଣ୍ଠ ଯିବାପାଇଁ ଚାହାଁନ୍ତି
ସମକକ୍ଷ : ବୈକୁଣ୍ଠ, ବୈକୁଣ୍ଠ ଧାମ, ବୈକୁଣ୍ଠ ଲୋକ, ଶ୍ରୀଧାମ
ଅନ୍ୟ ଭାଷାରେ ଅନୁବାଦ :
विष्णु का निवास स्थान।
विष्णु भक्त मरने के बाद वैकुंठ में जाना चाहते हैं।