ଅର୍ଥ : ବିଜ୍ଞାନ ସମ୍ପର୍କିୟ ଗବେଷଣା କରିବାବାଲା ବା ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି
ଉଦାହରଣ :
ଅବଦୁଲ୍ କଲାମ୍ ପ୍ରଥମ ଭାରତୀୟ ବୈଜ୍ଞାନିକ ଯିଏ ରାଷ୍ଟ୍ରପତି ହୋଇଥିଲେ
ସମକକ୍ଷ : ବିଜ୍ଞାନବେତ୍ତା, ବିଜ୍ଞାନୀ
ଅନ୍ୟ ଭାଷାରେ ଅନୁବାଦ :
विज्ञान-संबंधी खोज करने वाला या विज्ञान के क्षेत्र में काम करने वाला व्यक्ति।
अब्दुल कलाम पहले भारतीय वैज्ञानिक हैं जो राष्ट्रपति बने हैं।