ଅର୍ଥ : ଦେବତାମାନଙ୍କର ଗୋଟିଏ ଉପବନ
ଉଦାହରଣ :
ପୁରାଣମାନଙ୍କରେ ବୈଶ୍ରଂଭକ ବନର ବର୍ଣ୍ଣନା ମିଳେ
ସମକକ୍ଷ : ବୈଶ୍ରଂଭକ, ବୈଶ୍ରଂଭକ ବନ, ବୈଶ୍ରମ୍ଭକ
ଅନ୍ୟ ଭାଷାରେ ଅନୁବାଦ :
देवताओं का एक उपवन।
वैश्रंभक वन का वर्णन पुराणों में मिलता है।A plot of ground where plants are cultivated.
garden