ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋମାବର୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋମାବର୍ଷଣ   ବିଶେଷ୍ୟ

ଅର୍ଥ : ଶତ୍ରୁମାନଙ୍କ ଉପରେ ବୋମା ବର୍ଷଣ କରିବା ବା ବହୁ ସଂଖ୍ୟାରେ ପକାଇବାର ପ୍ରକ୍ରିୟା

ଉଦାହରଣ : ଭାରତୀୟ ସୈନିକମାନେ ଘଣ୍ଟାଏ ପର୍ଯ୍ୟନ୍ତ ଶତ୍ରୁମାନଙ୍କ ଉପରେ ବୋମାବର୍ଷଣ କଲେ

ସମକକ୍ଷ : ବୋମାବୃଷ୍ଟି, ବୋମାମାଡ