ଅର୍ଥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା
ଉଦାହରଣ :
ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା
ସମକକ୍ଷ : ଆଜ୍ଞା ପାଳନ କରିବା, କଥା ମାନିବା
ଅନ୍ୟ ଭାଷାରେ ଅନୁବାଦ :
किसी की आज्ञा को मानते हुए उसके कहे अनुसार काम करना।
उसने अपने पिता की आज्ञा का पालन किया और बैठकर पढ़ने लगा।Be obedient to.
obey