ଅର୍ଥ : ତପ ଓ ସ୍ୱାଧ୍ୟାୟ ଦ୍ୱାରା ବ୍ରାହ୍ମଣ ଯେଉଁ ଶକ୍ତି ପାଏ
ଉଦାହରଣ :
ତପସ୍ୱୀ ନିଜ ବ୍ରହ୍ମତେଜରେ ଭୂତ ଭବିଷ୍ୟତର ଜ୍ଞାନ ସହଜରେ ପାଇ ପାରନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह शक्ति जो ब्राह्मण तप और स्वाध्याय द्वारा प्राप्त करे।
तपस्वी अपने ब्रह्मवर्चस से भूत भविष्य की जानकारी सहज प्राप्त कर लेता है।