ଅର୍ଥ : ଏକ ପ୍ରକାର ବିଷ
ଉଦାହରଣ :
ବ୍ରହ୍ମପୁତ୍ର ବିଷ ଅତି ମାରାତ୍ମକ
ସମକକ୍ଷ : ବ୍ରହ୍ମପୁତ୍ର ବିଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାନସରୋବରରୁ ବାହାରି ହିମାଳୟର ପୂର୍ବ କ୍ଷେତ୍ର ଦେଇ ଭାରତରେ ପ୍ରବେଶ କରୁଥିବା ଏକ ନଦୀ
ଉଦାହରଣ :
ବ୍ରହ୍ମପୁତ୍ର ବଙ୍ଗୋପସାଗରରେ ମିଶିଛି
ଅନ୍ୟ ଭାଷାରେ ଅନୁବାଦ :
भारत का एक नद जो मानसरोवर से निकलकर हिमालय के पूर्वी क्षेत्र से होकर भारत में प्रवेश करता है।
ब्रह्मपुत्र बंगाल की खाड़ी में गिरता है।