ଅର୍ଥ : ପୂଜା ଆଦି କରିବା କାରଣରୁ କୌଣସି ବ୍ରାହ୍ମଣଙ୍କୁ ଯେଉଁ ଜମି ବିନା ମୂଲ୍ୟରେ ଦିଆ ଯାଏ
ଉଦାହରଣ :
ଜମିଦାର ପୂଝାରୀକୁ ଏକ ଏକର ବ୍ରହ୍ମୋତ୍ତର ଜମି ଦେଲେ
ସମକକ୍ଷ : ବ୍ରହ୍ମତ୍ର, ବ୍ରହ୍ମତ୍ରା, ବ୍ରହ୍ମୋତ୍ତର
ଅନ୍ୟ ଭାଷାରେ ଅନୁବାଦ :
वह माफी की जमीन जो पूजा आदि करने के कारण किसी ब्राह्मण को दी जाती है।
जमींदार ने पुजारी को एक एकड़ ब्रह्मचर दिया है।