ଅର୍ଥ : ସ୍ତ୍ରୀଲୋକଙ୍କ ଗଳାରୁ ଆରମ୍ଭ କରି ଅଣ୍ଟା ପର୍ଯ୍ୟନ୍ତ ଏକ ପୋଷାକ ଯାହା ଶାଢ଼ୀ ସହିତ ପିନ୍ଧାଯାଏ
ଉଦାହରଣ :
ଶ୍ୟାମା ରେଶମୀ ଶାଢ଼ୀ ଓ ବ୍ଲାଉଜ୍ ପିନ୍ଧି ବହୁତ ସୁନ୍ଦର ଲାଗୁଥିଲା
ଅନ୍ୟ ଭାଷାରେ ଅନୁବାଦ :
स्त्रियों का गले से लेकर कमर तक का एक पहनावा जो साड़ी आदि के साथ पहना जाता है।
श्यामा रेशमी साड़ी और ब्लाउज़ में बहुत ही ख़ूबसूरत लग रही थी।
ब्लाउज,
ब्लाउज़