ଅର୍ଥ : ଯେଉଁ ବର୍ଗର ରକ୍ତରେ ଲାଲ ରକ୍ତକଣିକାରେ ଉଭୟ ଏ ଓ ବି ଆଣ୍ଟିଜେନ ମିଳେ
ଉଦାହରଣ :
ଏ ବି ବ୍ଲଡ଼ଗ୍ରୁପ ବ୍ୟକ୍ତିଙ୍କୁ ସବୁ ବର୍ଗର ରକ୍ତ ଦିଆଯାଇପାରେ
ସମକକ୍ଷ : ଏ ବି ବ୍ଲଡ଼ଗ୍ରୁପ
ଅନ୍ୟ ଭାଷାରେ ଅନୁବାଦ :
वह रक्त वर्ग जिसकी लाल रक्त कणिकाओं पर ए और बी दोनों के एंटीजिन पाए जाते हैं।
ए बी ग्रुप को सभी रक्त वर्ग का रक्त चढ़ाया जा सकता है।