ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଲୋକଦ୍ୱାରା ପୂର୍ବରୁ ପିନ୍ଧାଯାଇଥିବା ପୋଷାକ ଯାହାର ବ୍ୟବହାର ସେ ଏବେ କରୁନାହିଁ
ଉଦାହରଣ : ଶୀଲା ତା ଶରୀରକୁ ଢାଙ୍କିବାପାଇଁ ତା ଭାଉଜଙ୍କ ପାଲଟାଲୁଗା ପିନ୍ଧୁଛି
ସମକକ୍ଷ : ପାଲଟାଲୁଗା, ପିନ୍ଧାଲୁଗା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी के द्वारा पहनकर उतारे हुए वे पुराने कपड़े जिनका उपयोग अब वह न करता हो।
ସଂସ୍ଥାପନ କରନ୍ତୁ