ଅର୍ଥ : ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା
ଉଦାହରଣ :
ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି
ସମକକ୍ଷ : ବ୍ୟାଙ୍କ
ଅନ୍ୟ ଭାଷାରେ ଅନୁବାଦ :
A financial institution that accepts deposits and channels the money into lending activities.
He cashed a check at the bank.