ଅର୍ଥ : ଲୁଗା, କାନ୍ଥଆଦି ଉପରେ ତିଆରି ହୋଇଥିବା ଫୁଲ ବା ଗଛଆଦି ଆକାରର ଚିହ୍ନ
ଉଦାହରଣ :
ଏହି ପରଦା ଉପରେ ତିଆରି ହୋଇଥିବା ବଡ଼ ବୁଟିକାମ ଆକର୍ଷଣୀୟ ହୋଇଛି
ସମକକ୍ଷ :
ବୁଟାକାମ
ଅନ୍ୟ ଭାଷାରେ ଅନୁବାଦ :
कपड़ों, दीवारों आदि पर बने हुए फूलों या वृक्षों आदि के आकार के चिह्न।
इस परदे पर बने हुए बूटे आकर्षक हैं।
बड़ी बूटी,
बूटा