ଅର୍ଥ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
ଉଦାହରଣ :
ଆଜି ସଚିନ୍ ଭଲ ଖେଳିଲା
ସମକକ୍ଷ : ଭଲ
ଅନ୍ୟ ଭାଷାରେ ଅନୁବାଦ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।ଅର୍ଥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ଉଦାହରଣ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ସମକକ୍ଷ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Free of extraneous elements of any kind.
Pure air and water.ଅର୍ଥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
ଉଦାହରଣ :
ଆଜିର ପାଗ ବହୁତ ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :
Having great beauty and splendor.
A glorious spring morning.ଅର୍ଥ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
ଉଦାହରଣ :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ସମକକ୍ଷ : ଭଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ବଢ଼ିଆ
ଉଦାହରଣ :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
ସମକକ୍ଷ : ଅତିଉତ୍ତମ, ବହୁତ ଭଲ, ଭଲ
ଅନ୍ୟ ଭାଷାରେ ଅନୁବାଦ :
Very good. Of the highest quality.
Made an excellent speech.ଅର୍ଥ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଉଦାହରଣ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Having desirable or positive qualities especially those suitable for a thing specified.
Good news from the hospital.