ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭକ୍ଷ   ବିଶେଷ୍ୟ

ଅର୍ଥ : ଖାଇବା କାର୍ଯ୍ୟ

ଉଦାହରଣ : ମୁଁ ଜଙ୍ଗଲରେ ବାଘ କୁକୁରକୁ ଭକ୍ଷଣ କରୁଥିବାର ଦେଖିଲି

ସମକକ୍ଷ : ଖାଇବା, ଭକ୍ଷଣ, ଭୋଜନ


ଅନ୍ୟ ଭାଷାରେ ଅନୁବାଦ :

खाने की क्रिया।

हमने जंगल में शेर को कुत्ते का भक्षण करते देखा।
अभ्याहार, खाना, चरण, भक्षण

The act of consuming food.

eating, feeding

ଭକ୍ଷ   ବିଶେଷଣ

ଅର୍ଥ : ଯାହା ଖାଇବା ଯୋଗ୍ୟ

ଉଦାହରଣ : ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ

ସମକକ୍ଷ : ଆହାର, ଖାଇବା, ଖାଦ୍ୟ, ଭୋଜ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो खाने योग्य हो।

खाद्य फलों को धोकर ही उपयोग में लाना चाहिए।
अशनीय, आहार्य, आहार्य्य, खाद्य, ग्राह्य, भक्ष्य, भोज्य

Suitable for use as food.

comestible, eatable, edible