ଅର୍ଥ : ଖଣ୍ଡ ଖଣ୍ଡ କରାଯାଇଥିବା
ଉଦାହରଣ :
ମଜୁରିଆ ଭଗ୍ନ ପାଷାଣକୁ ରାସ୍ତା ଉପରେ ଫୋପାଡ଼ି ଦେଲା
ସମକକ୍ଷ : ଭଗ୍ନ, ଭାଙ୍ଗିଯାଇଥିବା
ଅନ୍ୟ ଭାଷାରେ ଅନୁବାଦ :
Physically and forcibly separated into pieces or cracked or split.
A broken mirror.ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ଉଦାହରଣ :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ସମକକ୍ଷ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
ଉଦାହରଣ :
ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର
ସମକକ୍ଷ : ଖଣ୍ଡିତ, ବିଖଣ୍ଡିତ, ଭଗ୍ନ
ଅନ୍ୟ ଭାଷାରେ ଅନୁବାଦ :
Physically and forcibly separated into pieces or cracked or split.
A broken mirror.