ଅର୍ଥ : କାହାକୁ କିଛି ଦେବାର ଆଶ୍ୱାସନା ଦେଇ ମଧ୍ୟ ନଦେବା ଲୋକ
ଉଦାହରଣ :
ରମେଶ ଭଣ୍ଡ, ଆପଣ ତାଠାରୁ କିଛି ପାଇବାର ଆଶା ଛାଡ଼ି ଦିଅନ୍ତୁ
ସମକକ୍ଷ :
ଠକ, ଧୂର୍ତ୍ତ, ପ୍ରତାରକ, ଶଠ
ଅନ୍ୟ ଭାଷାରେ ଅନୁବାଦ :
किसी को कुछ देने का आश्वासन देकर भी न देने वाला।
रमेश रागारु है, आप उससे कुछ पाने की आशा छोड़ दिजिए।
रागारु