ଅର୍ଥ : କାହାର ଭରଣପୋଷଣପାଇଁ ଦିଆଯାଉଥିବା ଧନ
ଉଦାହରଣ :
ସରକାର ବିଧବା ଓ ବୃଦ୍ଧଲୋକମାନଙ୍କ ଜୀବନଯାପନ ପାଇଁ ଭତ୍ତା ଦେଉଛନ୍ତି
ସମକକ୍ଷ : ଅନୁକମ୍ପାରାଶି
ଅନ୍ୟ ଭାଷାରେ ଅନୁବାଦ :
A sum of money allotted on a regular basis. Usually for some specific purpose.
stipendଅର୍ଥ : ଯେଉଁ ମାସିକ ବା ବାର୍ଷିକ ବୃତ୍ତି କୌଣସି ବ୍ୟକ୍ତିଙ୍କ ପୂର୍ବର ସେବା ବଦଳରେ ତାଙ୍କୁ ବା ତାଙ୍କ ପରିବାରର ଲୋକଙ୍କୁ ମିଳେ
ଉଦାହରଣ :
ତାଙ୍କୁ ମାସକୁ ଦଶ ହଜାର ଟଙ୍କା ପେନ୍ସନ୍ ମିଳୁଛି
ସମକକ୍ଷ : ପେନ୍ସନ୍
ଅନ୍ୟ ଭାଷାରେ ଅନୁବାଦ :
वह मासिक अथवा वार्षिक वृत्ति जो किसी को उसकी पिछली या बहुत दिनों की सेवाओं के बदले में उसे या उसके परिवार के लोगों को मिलती है।
उन्हें दस हज़ार रुपए पेन्शन मिलती है।A regular payment to a person that is intended to allow them to subsist without working.
pensionଅର୍ଥ : କୌଣସି କର୍ମଚାରୀଙ୍କୁ ଯାତ୍ରା ଆଦି ସମୟରେ ବା କୌଣସି ଅତିରିକ୍ତ କାର୍ଯ୍ୟ କରିବାପାଇଁ ଯେଉଁ ଦୈନିକ ବା ମାସିକ ଖର୍ଚ୍ଚ ମିଳେ
ଉଦାହରଣ :
ଆପଣଙ୍କୁ କେତେ ଆବାସିକ ଭତ୍ତା ମିଳୁଛି
ସମକକ୍ଷ : ଏଲାଉନ୍ସ୍
ଅନ୍ୟ ଭାଷାରେ ଅନୁବାଦ :
An amount allowed or granted (as during a given period).
Travel allowance.