ଅର୍ଥ : ଯେଉଁ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ବିବାହ ସମ୍ବନ୍ଧ ପଡେ
ଉଦାହରଣ :
ଝିଅଟିର ବାପା ଘଟକଙ୍କୁ ବାରମ୍ବାର ଧନ୍ୟବାଦ ଦେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
Someone who arranges (or tries to arrange) marriages for others.
marriage broker, matcher, matchmaker