ଅର୍ଥ : ବିଗିଡ଼ି ଯାଇ ଅବଜ୍ଞା ବା ତିରସ୍କାରପୂର୍ବକ କଡା କଥା କହିବା
ଉଦାହରଣ :
ଶ୍ୟାମର ଟଙ୍କା ମାଗିବା କାରଣରୁ ବାପା ତାକୁ ଗାଳିଦେଲେ
ସମକକ୍ଷ : ଗାଳିଦେବା
ଅନ୍ୟ ଭାଷାରେ ଅନୁବାଦ :
अवज्ञा या तिरस्कारपूर्वक बिगड़कर कड़ी बात कहना।
श्याम के पैसा माँगने पर बाबूजी ने उसे झिड़क दिया।ଅର୍ଥ : ବହୁତ ଘୃଣା ପ୍ରକଟ କରିବା
ଉଦାହରଣ :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
ସମକକ୍ଷ : ଛିଛାକର କରିବା, ତିରସ୍କାର କରିବା, ଧିକ୍କାର କରିବା
ଅନ୍ୟ ଭାଷାରେ ଅନୁବାଦ :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।