ଅର୍ଥ : ଚିକିତ୍ସାଶାସ୍ତ୍ରରେ ଔଷଧରୂପେ ବ୍ୟବହାର କରିବାପାଇଁ ଧାତୁଆଦିର ଯେଉଁରୂପକୁ ଏକ ବିଶିଷ୍ଟ ପ୍ରକ୍ରିୟାଦ୍ୱାରା ଫୁଙ୍କିବାଫଳରେ ପ୍ରାପ୍ତ ହୋଇଥାଏ
ଉଦାହରଣ :
ଚ୍ୟବନପ୍ରାସରେ ସୁନା, ରୁପା ଆଦିର ଭସ୍ମ ମଧ୍ୟ ମିଶାଯାଏ
ଅନ୍ୟ ଭାଷାରେ ଅନୁବାଦ :
वैद्यक में औषध की तरह काम में लाने के लिए धातुओं आदि का वह रूप जो उन्हें विशिष्ट क्रियाओं से फूँकने पर प्राप्त होता है।
च्यवनप्राश में सोने, चाँदी आदि का भस्म भी मिलाया जाता है।