ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଗ୍ୟବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଗ୍ୟବାଦୀ   ବିଶେଷ୍ୟ

ଅର୍ଥ : ଭାଗ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି

ଉଦାହରଣ : ଆଜିର କର୍ମ ପ୍ରଧାନ ଯୁଗରେ ବି ଭାଗ୍ୟବାଦୀମାନେ କମ୍ ନାହାନ୍ତି

ସମକକ୍ଷ : ଦୈବବାଦୀ


ଅନ୍ୟ ଭାଷାରେ ଅନୁବାଦ :

भाग्य को महत्व देनेवाला या भाग्य पर ही आश्रित रहनेवाला व्यक्ति।

आज के कर्म प्रधान युग में भी भाग्यवादियों की कमी नहीं है।
दैववादी, प्रारब्धवादी, भाग्यवादी

Anyone who submits to the belief that they are powerless to change their destiny.

determinist, fatalist, predestinarian, predestinationist

ଭାଗ୍ୟବାଦୀ   ବିଶେଷଣ

ଅର୍ଥ : ଭାଗ୍ୟକୁ ମହତ୍ତ୍ୱ ଦେଉଥିବା ବା ଭାଗ୍ୟ ଉପରେ ହିଁ ଆଶ୍ରିତ ରହୁଥିବା ବ୍ୟକ୍ତି

ଉଦାହରଣ : ଆଜିର କର୍ମପ୍ରଧାନ ଯୁଗରେ ଭାଗ୍ୟବାଦୀ ବ୍ୟକ୍ତିମାନଙ୍କୁ ବେଳେବେଳେ ପଛରେ ରହିବାକୁ ପଡ଼ୁଛି

ସମକକ୍ଷ : ଦୈବବାଦୀ, ପ୍ରାରବ୍ଧବାଦୀ


ଅନ୍ୟ ଭାଷାରେ ଅନୁବାଦ :

भाग्य को महत्व देनेवाला या भाग्य पर ही आश्रित रहनेवाला।

आज के कर्म प्रधान युग में भाग्यवादी व्यक्ति को कभी-कभी पछताना भी पड़ता है।
दैववादी, प्रारब्धवादी, भाग्यवादी