ଅର୍ଥ : ଫିଟନ ଆକାରରେ ଏକ ପ୍ରକାର ଘୋଡ଼ା-ଗାଡ଼ି
ଉଦାହରଣ :
ଇଂରେଜ ହାକିମ ଭିକ୍ଟୋରିଆରେ ବସି ସହର ଭ୍ରମଣରେ ବାହାରିଲେ
ଅନ୍ୟ ଭାଷାରେ ଅନୁବାଦ :
फिटन के आकार की एक प्रकार की घोड़ा-गाड़ी।
अंग्रेज अधिकारी विक्टोरिया में बैठकर शहर की सैर के लिए निकला।ଅର୍ଥ : ସେଶେଲ୍ସର ରାଜଧାନୀ
ଉଦାହରଣ :
ଭିକ୍ଟୋରିଆ ସେଶେଲ୍ସର ମୁଖ୍ୟ ବନ୍ଦର
ଅନ୍ୟ ଭାଷାରେ ଅନୁବାଦ :