ଅର୍ଥ : ଜଳରେ ଦ୍ରବଣୀୟ ଭିଟାମିନଗୁଡ଼ିକର ଏକ ବର୍ଗ
ଉଦାହରଣ :
ଭିଟାମିନ ବି ଅଭାବରେ ଓଠ ଫାଟିଯାଏ
ସମକକ୍ଷ : ଖାଦ୍ୟପ୍ରାଣ ବି, ଖାଦ୍ୟସାର ବି
ଅନ୍ୟ ଭାଷାରେ ଅନୁବାଦ :
जल में घुलनशील विटामिनों का एक वर्ग।
विटामिन बी की कमी से ओंठ फट जाते हैं।Originally thought to be a single vitamin but now separated into several B vitamins.
b, b complex, b vitamin, b-complex vitamin, vitamin b, vitamin b complex