ଅର୍ଥ : ଯାହାର ତଳ ବା ଗାଣ୍ଡି ନାହିଁ
ଉଦାହରଣ :
ପିଣ୍ଡିହୀନ ବାସନକୁ ସଳଖ ରଖିବାପାଇଁ ମୁଚୁଳା ଦରକାର ପଡ଼େ
ସମକକ୍ଷ : ପିଣ୍ଡିହୀନ
ଅନ୍ୟ ଭାଷାରେ ଅନୁବାଦ :
Having no bottom.
Bottomless pajamas consisting simply of a long top opening down the front.ଅର୍ଥ : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
ଉଦାହରଣ :
ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
ସମକକ୍ଷ : ଅପ୍ରାମାଣିକ, ଆଧାରହୀନ, ନିରାଧାର
ଅନ୍ୟ ଭାଷାରେ ଅନୁବାଦ :
Without a basis in reason or fact.
Baseless gossip.