ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଟାଣିବା କ୍ରିୟା
ଉଦାହରଣ : ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
ସମକକ୍ଷ : ଟାଣିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
खींचने की क्रिया।
तानने की क्रिया या भाव।
The action of stretching something tight.
ଅର୍ଥ : ଉପରେ ବିସ୍ତାର କରି ବାନ୍ଧିବା
ଉଦାହରଣ : ବିବାହ ମଣ୍ଡପ ତିଆରି କରିବା ପାଇଁ ଲୋକମାନେ ପାଲ ଟାଣୁଛନ୍ତି
ସମକକ୍ଷ : ଟାଣିବା, ବାନ୍ଧିବା
ऊपर फैला कर बाँधना।
Erect and fasten.
ଅର୍ଥ : ବାଜାର ମୁହଁରେ ଚମଡ଼ା ଆଦି ଲଗାଇବା
ଉଦାହରଣ : ଢୋଲରେ ଚମଡ଼ା ଚଢ଼ିସାରିଛି, ଆପଣ ତାକୁ ନେଇଯାଆନ୍ତୁ
ସମକକ୍ଷ : ଚଢ଼ିବା, ଲାଗିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
बाजे के मुँह पर चमड़ा आदि लगना।
ଅର୍ଥ : କବାଟଆଦି ବନ୍ଦ କରିବା
ଉଦାହରଣ : ସେ ଭିତରକୁ ଯିବା ମାତ୍ରେ କବାଟ ଆଉଜାଇଦେଲା
ସମକକ୍ଷ : ଆଉଜାଇଦେଲା, ବନ୍ଦ କରିବା
दरवाज़ा आदि बंद करना।
ସଂସ୍ଥାପନ କରନ୍ତୁ