ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଡ଼ିମୋଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଡ଼ିମୋଡ଼ି   ବିଶେଷ୍ୟ

ଅର୍ଥ : ଶରୀରର ସେହି କ୍ରିୟା ଯେଉଁଥିରେ ଶରୀରର ଗଣ୍ଡି ଏବଂ ବାହୁ କିଛି ସମୟ ପାଇଁ ଟାଣି ହୁଏ ବା ମୋଡ଼ି ହୁଏ

ଉଦାହରଣ : ସେ ବିଛଣା ଉପରେ ଭିଡ଼ିମୋଡ଼ି ହୋଇ ଉଠିଲା


ଅନ୍ୟ ଭାଷାରେ ଅନୁବାଦ :

शरीर की वह स्वाभाविक क्रिया जिसमें धड़ और बाँहें कुछ समय के लिए तनती या ऐंठती हैं।

वह बिस्तरे पर से अँगड़ाई लेते हुए उठा।
अँगड़ाई, अंगड़ाई, अकरास, अङ्गड़ाई