ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
ଉଦାହରଣ : ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
ସମକକ୍ଷ : ଧସିଯିବା, ବସିଯିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
नीचे की ओर धीरे-धीरे बैठना या जाना।
Go under.
ଅର୍ଥ : ଧ୍ୱସ୍ତ ବିଧ୍ୱସ୍ତ ହେବା
ଉଦାହରଣ : ଭୂମିକମ୍ପରେ ରାମର ଘର ଭୁଷୁଡ଼ି ପଡ଼ିଲା
ସମକକ୍ଷ : ଗଳିପଡ଼ିବା, ଟଳିପଡ଼ିବା
ध्वस्त होना।
Break down, literally or metaphorically.
ସଂସ୍ଥାପନ କରନ୍ତୁ