ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରାତା   ବିଶେଷ୍ୟ

ଅର୍ଥ : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ

ଉଦାହରଣ : ଶ୍ୟାମ ମୋ କକା ପୁଅ ଭାଇ

ସମକକ୍ଷ : ଭାଇ, ଭ୍ରାତ, ସହୋଦର


ଅନ୍ୟ ଭାଷାରେ ଅନୁବାଦ :

एक ही माता-पिता से उत्पन्न या किसी वंश की किसी पीढ़ी के व्यक्ति के लिए मातृ या पितृकुल की उसी पीढ़ी का दूसरा व्यक्ति या जिसे धर्म, समाज, कानून आदि के आधार पर भाई का दर्जा मिला हो।

श्याम मेरा चचेरा भाई है।
दहर, भइया, भाई, भ्राता

A male with the same parents as someone else.

My brother still lives with our parents.
blood brother, brother

ଅର୍ଥ : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ

ଉଦାହରଣ : ଶ୍ୟାମ ମୋର ନିଜ ଭାଇ

ସମକକ୍ଷ : ଜନ୍ମିତ ଭାଇ, ନିଜ ଭାଇ, ଭାଇ, ସହୋଦର, ସୋଦର


ଅନ୍ୟ ଭାଷାରେ ଅନୁବାଦ :

एक ही माता-पिता से उत्पन्न पुरुष।

श्याम मेरा सगा भाई है।
खास भाई, बीरन, भइया, भाई, सगा भाई, सहोदर, सहोदर भ्राता, सोदर

A male with the same parents as someone else.

My brother still lives with our parents.
blood brother, brother

ଅର୍ଥ : ପୁରୁଷମାନଙ୍କପାଇଁ ଏକ ସମ୍ବୋଧନ

ଉଦାହରଣ : ଭାଇ! ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି?

ସମକକ୍ଷ : ଭାଇ, ଭାଇନା, ଭ୍ରାତ


ଅନ୍ୟ ଭାଷାରେ ଅନୁବାଦ :

पुरुषों के लिए एक सम्बोधन।

भाई साहब, क्या मैं आपकी सहायता कर सकता हूँ?
भइया, भाई, भाई साहब, भाईसाहब, भैया