ଅର୍ଥ : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଉଦାହରଣ :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
ସମକକ୍ଷ : ଉଗ୍ର, ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଙ୍କର, ହିଂସ୍ର
ଅନ୍ୟ ଭାଷାରେ ଅନୁବାଦ :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.ଅର୍ଥ : ଯେଉଁଥିରେ ସଂକଟ ବା ବିପଦ ଅଛି
ଉଦାହରଣ :
ସାପ ପାଳିବା ଏକ ବିପଦପୂର୍ଣ୍ଣ କାମ
ସମକକ୍ଷ : ବିପଦପୂର୍ଣ୍ଣ, ସଂକଟପୂର୍ଣ୍ଣ, ସଂକଟମୟ
ଅନ୍ୟ ଭାଷାରେ ଅନୁବାଦ :